STORYMIRROR

ତୁମେ ମୋ...

ତୁମେ ମୋ ଅସ୍ତିତ୍ବ ର ଅସ୍ତିତ୍ବ ଆଲୋଡିତ କରେ ତୁମ ବ୍ୟକ୍ତିତ୍ୱ। ଖୋଜି ବୁଲେ ତମକୁ ମୁଁ, ସାଗରର ଢେଉରେ ଅଶନୀର ଶବ୍ଦ ରେ। କିନ୍ତୁ ତୁମେ ଛାଇଟିଏ କେଉଁ ଏକ ଦୂର ଦିଗବଳୟରେ। ନାହଁ ମୋ ହାତ ପାହାନ୍ତାରେ ନା ଅଛ ମୋ ଅନ୍ତର ବେଦନା ରେ ରହିଛ, ରହିବ କେବଳ ମୃଗତୃଷ୍ଣା ହୋଇ ମୋ ମନ ମରୁଭୂମି ର ଉତ୍ତପ୍ତ ବାଲୁକାରାଜି ରେ। **** ଗୌରୀ ପଣ୍ଡା ଜୟପୁର

By Gouri Panda
 26


More oriya quote from Gouri Panda
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments