STORYMIRROR
ଶେଷ...
ଶେଷ...
ଶେଷ...
“
ଶେଷ ଇଚ୍ଛା
ଅସରନ୍ତି ଆଶା ଅସରନ୍ତି ଇଚ୍ଛା ଏ ମନରେ ଆସେ ବାରବାର,
ତଥାପି କାଳିଆ କାଣିଚାଏ ଦୟା କରି ପାଦେ ସ୍ଥାନ ଦେଉ ତାହାର।
ଦେବଦାସୀ ଟିଏ ହୋଇ ତା ପାଖରେ ଗାଇ ତା ମନ ଜିଣିବି,
ହୃଦେ ତା ରୂପକୁ ତୁଣ୍ଡେ ତା ନାମକୁ ଧରି ମୋ ଦିନ କାଟିବି।
ପ୍ରଣତି ମହାପାତ୍ର
ବାଲେଶ୍ଵର
”
102
More oriya quote from Pranati Mahapatra
Similar oriya quote from Abstract
Download StoryMirror App