STORYMIRROR
ଭୂସ୍ବର୍...
ଭୂସ୍ବର୍ଗ
ସରଗ...
ଭୂସ୍ବର୍ଗ
ସର...
“
ଭୂସ୍ବର୍ଗ
ସରଗ ରାଇଜେ ଦେବଙ୍କର ବାସ
ଦେଖିବାକୁ ସର୍ବେ ତତ୍ପର,
ଅଧ୍ୟୟନ ଅଧ୍ୟାପନ ତପ ଧ୍ୟାନ
ଜପେ ବିତେ ଦିନ ତାଙ୍କର,
ସତେ ଏ ଭୂସ୍ବର୍ଗ କାଶ୍ମୀର
ଧର୍ମ ନାମେ ଆଜି କଳଙ୍କ ଲଗାଇ
ହୋଲି ଖେଳନ୍ତି ରକ୍ତର ।ପ୍ରଣତି
”
17
More oriya quote from Pranati Mahapatra
Download StoryMirror App