STORYMIRROR

ଭୂସ୍ବର୍ଗ ସର...

ଭୂସ୍ବର୍ଗ ସରଗ ରାଇଜେ ଦେବଙ୍କର ବାସ ଦେଖିବାକୁ ସର୍ବେ ତତ୍ପର, ଅଧ୍ୟୟନ ଅଧ୍ୟାପନ ତପ ଧ୍ୟାନ ଜପେ ବିତେ ଦିନ ତାଙ୍କର, ସତେ ଏ ଭୂସ୍ବର୍ଗ କାଶ୍ମୀର ଧର୍ମ ନାମେ ଆଜି କଳଙ୍କ ଲଗାଇ ହୋଲି ଖେଳନ୍ତି ରକ୍ତର ।ପ୍ରଣତି

By Pranati Mahapatra
 17


More oriya quote from Pranati Mahapatra
1 Likes   0 Comments
1 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments