STORYMIRROR
ସାରା...
ସାରା ଭୁବନର ଶୋଭା...
ସାରା ଭୁବନର...
“
ସାରା ଭୁବନର ଶୋଭା ଦେଖୁଥାଏ
ତୋ ମନ୍ଦିରେ ବସି ମୁହିଁ,
ଜଗତ ଯାକର ଅଶାନ୍ତି ହଟେ ରେ
ତୋ ମୁହଁକୁ ଦେଲେ ଚାହିଁ।
ସବୁ ସୁଖ ଶାନ୍ତି ତୋ ପାଖେ ମିଳଇ
କିଆଁ ଯିବି କାହା ପାଶେ,
ଧନ ଦୌଲତ ଚାହେଁ ନା କାଳିଆ
କେବଳ କରୁଣା ଆଶେ।
”
63
More oriya quote from Pranati Mahapatra
Similar oriya quote from Abstract
Download StoryMirror App