STORYMIRROR
...
...
...
“
***ପ୍ରତିଛବି***
କେବେ ଥରେ ଦେଖିଛକି ନିଜ ପ୍ରତିଛବି
ଆଇନାରେ
ଆଇନା ସତ କହେ ପରା,ହଁ ସତ
ସେ ସତ କହେ ସୌନ୍ଦର୍ଯ୍ୟର,ରୂପର,ଆକାରର
ଦୁନିଆ ଆଖିରେ ବି ସେ ସତ
କେବେ ଥରେ ଧସାଇ ପ୍ରବେଶ କରିଛକି
ସୌନ୍ଦର୍ଯ୍ୟ ତଳ ତିମିରିତ ହୃଦୟ ଭିତରକୁ
ଆଶାତୀତ ମନ ଅତରକୁ
ସେ କ'ଣ ଚାହେଁ ?
”
129
More oriya quote from KUMAR PRASANT
Similar oriya quote from Abstract
Download StoryMirror App