STORYMIRROR
ସେ ଯେତେ...
ସେ ଯେତେ...
ସେ ଯେତେ...
“
ସେ ଯେତେ ଦୁଃଖ,କଷ୍ଟ ହେଉନା କାହିଁକି
ତାହା ଅତୀତରେ ଚାଲିଯାଇଛି........
ତାହା ସାମ୍ନା କରି ଆସିଛୁ ବୋଲି ଗର୍ବ କରିବା କଥା
କାରଣ ଏ ବର୍ତ୍ତମାନ ସବୁବେଳେ ଅତୀତ ହୋଇଯିବ
ତେଣୁ ବର୍ତ୍ତମାନ କୁ ସଜାଇ ପାରିଲେ
ଅତୀତର ସ୍ମୃତି ସବୁ ସୁନ୍ଦର ହୋଇଯିବେ
”
115
More oriya quote from KUMAR PRASANT
Similar oriya quote from Inspirational
Download StoryMirror App