STORYMIRROR
ଫଟା...
ଫଟା କାନ୍ଥରେ ଯେତେ...
ଫଟା କାନ୍ଥରେ...
“
ଫଟା କାନ୍ଥରେ ଯେତେ କାଦୁଅ ନେସିଲେ ବି
ପୁଣି ସେଇଠୁ ଫାଟି ଯାଏ।
ଅସତ୍ୟ ଉପରେ ଯେତେ ବି ସତ୍ୟର ପ୍ରଲେପ ଦେଲେ
ଫୁଟି ବାହାରି ଥାଏ।
ପାପୀ ନିଜକୁ ଯେତେ ସଫେଦ ବସ୍ତ୍ରର ଆଭୁଷଣରେ
ଢାଙ୍କିଲେ ବି ପାପ କେବେ
ଲୁଚି ରହି ନ ଥାଏ।
”
181
More oriya quote from Pranati Mahapatra
Similar oriya quote from Abstract
Download StoryMirror App