STORYMIRROR
ପାହାଡିଆ...
ପାହାଡିଆ ରାସ୍ତା...
ପାହାଡିଆ...
“
ପାହାଡିଆ ରାସ୍ତା ରେ ଚାଲିଲେ ପଥର ତ ନିଶ୍ଚୟ
ଆସିବ । ଗୋଡ଼ ନିଶ୍ଚିତ ବିନ୍ଧିବ । କିନ୍ତୁ ବାଧାବିଘ୍ନ ନ ମାନି ଚାଲିବା ଅବ୍ୟାହତ ରଖିବାକୁ ପଡ଼ିବ । ତେବେ ଶିଖର ରେ ପହଞ୍ଚି ତଳକୁ ଚାହିଁଲେ ପାହାଡ ତଳି ନାଜରା ବହୁତ୍ ସୁନ୍ଦର ଦେଖାଯିବ ।
”
62
More oriya quote from Sushree Ojha
Similar oriya quote from Abstract
Download StoryMirror App