STORYMIRROR

ଗଙ୍ଗା ରେ...

ଗଙ୍ଗା ରେ ଯେତେ ଅଳିଆ ଆବର୍ଜ୍ଜନା ରହିଲେ ମଧ୍ୟ ସେ ସବୁବେଳେ ପବିତ୍ର , ସେ ନିଜର ପବିତ୍ରତା କୁ ବଜାୟ ରଖିଥାଏ । ସେହିଭଳି ଯେତେ ବାଧାବିଘ୍ନ ଯେତେ କଷ୍ଟ ଆସିଲେ ମଧ୍ୟ ଭାଙ୍ଗି ନ ଯାଇ ନିଜର ଗୁଣକୁ ବଜାୟ ରଖିବା ଉଚିତ୍ ।

By Sushree Ojha
 50


More oriya quote from Sushree Ojha
1 Likes   0 Comments
2 Likes   0 Comments
1 Likes   0 Comments

Similar oriya quote from Abstract