Sushree Ojha

3
Posts
0
Followers
0
Following

I'm Sushree and I love to read StoryMirror contents.

Share with friends

ଗଙ୍ଗା ରେ ଯେତେ ଅଳିଆ ଆବର୍ଜ୍ଜନା ରହିଲେ ମଧ୍ୟ ସେ ସବୁବେଳେ ପବିତ୍ର , ସେ ନିଜର ପବିତ୍ରତା କୁ ବଜାୟ ରଖିଥାଏ । ସେହିଭଳି ଯେତେ ବାଧାବିଘ୍ନ ଯେତେ କଷ୍ଟ ଆସିଲେ ମଧ୍ୟ ଭାଙ୍ଗି ନ ଯାଇ ନିଜର ଗୁଣକୁ ବଜାୟ ରଖିବା ଉଚିତ୍ ।

ପାହାଡିଆ ରାସ୍ତା ରେ ଚାଲିଲେ ପଥର ତ ନିଶ୍ଚୟ ଆସିବ । ଗୋଡ଼ ନିଶ୍ଚିତ ବିନ୍ଧିବ । କିନ୍ତୁ ବାଧାବିଘ୍ନ ନ ମାନି ଚାଲିବା ଅବ୍ୟାହତ ରଖିବାକୁ ପଡ଼ିବ । ତେବେ ଶିଖର ରେ ପହଞ୍ଚି ତଳକୁ ଚାହିଁଲେ ପାହାଡ ତଳି ନାଜରା ବହୁତ୍ ସୁନ୍ଦର ଦେଖାଯିବ ।

ଏହା ରାସ୍ତା ରେ ଚାଲିଲେ ପଥର ତ ନିଶ୍ଚୟ ଆସିବ । ଗୋଡ଼ ନିଶ୍ଚିତ ବିନ୍ଧିବ । କିନ୍ତୁ ବାଧାବିଘ୍ନ ନ ମାନି ଚାଲିବା ଅବ୍ୟାହତ ରଖିବାକୁ ପଡ଼ିବ । ତେବେ ଶିଖର ରେ ପହଞ୍ଚି ତଳକୁ ଚାହିଁଲେ ପାହାଡ ତଳି ନାଜରା ବହୁତ୍ ସୁନ୍ଦର ଦେଖାଯିବ ।


Feed

Library

Write

Notification
Profile