STORYMIRROR

ନାରୀଟିଏ...

“ ନାରୀଟିଏ ପାଇଁ କଣ ବା ହୋଲି।ତାର ସାରା ଜୀବନ ହିଁ ରଙ୍ଗର ଖେଳ।ଜୀବନଟା ଗୋଟିଏ ରଙ୍ଗର ଗୋଲାମୀରେ ବିତିଯାଏ। ସେ ରଙ୍ଗ ଲାଗେନି ତ ଅଭାଗିନୀ, ଲାଗି ଯାଏତ ସୌଭାଗ୍ୟବତୀ ଆଉ ଲିଭି ଯାଏ ତ ଅଶୁଭ। ସେ ରଙ୍ଗ ଲିଭିବା ସହ ଲିଭିଯାଏ ତା ଜୀବନରୁ ସବୁତକ ସୁଖ।ସତେକି ନାରୀ ଜୀବନଠାରୁ ବେଶୀ ମୂଲ୍ୟବାନ ସେ ରଙ୍ଗ ଟିକକ। ”

By Rajabala Tripathy
 191


More oriya quote from Rajabala Tripathy
0 Likes   0 Comments
2 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments

Similar oriya quote from Abstract