STORYMIRROR
ମାୟା...
ମାୟା ନଗରୀର ଛାୟା...
ମାୟା ନଗରୀର...
“
ମାୟା ନଗରୀର ଛାୟା ଖୋଜୁ ଖୋଜୁ
କାୟା ଯାଉଥାଏ ଶୁଖି,
ବତାସ ଭିତରେ ହତାଶ ଭଗାରି
ନିଜସ୍ୱକୁ ଦେଖି ଦେଖି.
”
52
More oriya quote from ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra
Similar oriya quote from Abstract
Download StoryMirror App