@bissnnu-prsaad-mishr-bishnu-prasada-mishra

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra
Literary Colonel
AUTHOR OF THE YEAR 2020 - NOMINEE

122
Posts
180
Followers
29
Following

I am priest

Share with friends

ମାୟା ନଗରୀର ଛାୟା ଖୋଜୁ ଖୋଜୁ କାୟା ଯାଉଥାଏ ଶୁଖି, ବତାସ ଭିତରେ ହତାଶ ଭଗାରି ନିଜସ୍ୱକୁ ଦେଖି ଦେଖି.

ଯଉବନ ଲୋଭୀ କାମୁକ ସ୍ବଭାବି କୁଚ୍ଛିତ ବିଚାର ଯା'ର, ଜୀବନ ଧରିକି ବଞ୍ଚିବାରେ ଯାହା ମରିବା ତା" ଶ୍ରେୟସ୍କର.

ଯଉବନ ଜୁଆଖେଳ ନୁହେଁ ଜୀବନରୁ ଜୁଇ ଅପେକ୍ଷାରେ, ଦି'ଦିନ ଏ ମଣିଷର କର୍ମ କଳଙ୍କିତ କିବା ଜୀଇଁବାରେ.

ଦମ୍ ବ୍ଲାଷ୍ଟ ହେଲା ପିଆଜ ଦରଟା ସଙ୍ଗ୍ ବ୍ଲାଷ୍ଟ ହେଲା ପିଡ଼ୀତ ଚର୍ଚ୍ଚା, ରଙ୍ଗ୍ ବ୍ଲାଷ୍ଟ ହେଲା ରାଜନୀତି ନୀତି ଜଂଗ୍ ବ୍ଲାଷ୍ଟ ବେଳେ ବିରୋଧ ରଚା.

ଯୌବନେ ଉନ୍ମାଦ ଧନଗର୍ବେ ମତ୍ତ ସ୍ବାର୍ଥାନ୍ଧ ପ୍ରବୃତ ଯିଏ, ବଂଶ ଲୋପକାରୀ କୁଳର କଣ୍ଟକ ନର୍କ ବଜ୍ରକୀଟ ସିଏ.

କଳାକାହ୍ନୁ କଲା ଯେତେ ସବୁ ଲୀଳା କୁଳଟା ନୋହିଲେ କେହି, କୀଳା ପୋତି ଆଜି ଲୀଳା କରୁଛନ୍ତି କୁଳରେ କଳଙ୍କ ହୋଇ. ସିଏ ସିନା କୀଳା ପୋତି ସର୍ବ ଗୋପୀ ଏକାଠି କରିଲେ ରୁଣ୍ଡ, ଆଜି ଲୀଳା କରି କୀଳା'କୁ ଆଦରି ସଂସ୍କୃତି ସଂସ୍କାର ରାଣ୍ଡ.

ସାରା ଜୀବନର ସରସ ସୁନ୍ଦର ବିଶ୍ବାସର ସାକ୍ଷୀ ନିଶ୍ବାସ ଯାଏଁ, ମମତାର ମୂଲ ସ୍ନେହର ପସରା ସମ୍ପର୍କରେ ଡ଼ୋରି ସିନ୍ଦୁର ହୁଏ.

ସିନ୍ଦୂର 'ଟା' ନୁହେଁ ବିନ୍ଦୁଏ ପରିଧି ସିନ୍ଧୁଏ ସମ୍ବନ୍ଧ ତାର, ଶୋଭାପାଏ ଶୁଭ ପରିଣୟ ପରେ ସମ୍ପର୍କ "ତା" ସଦା ଚ଼ୀର

ଭଙ୍ଗିମା ଦେହେ 'ମୋ' ରଙ୍ଗ ପସରା ସଙ୍ଗ ହୀନା ଭୃଙ୍ଗ ସାଥେ, ବିଅର୍ଥ ବିପିନେ ବର୍ଦ୍ଧିତ ବୃକ୍ଷ ମୁଁ ବନ୍ଧ୍ୟାତ୍ୱ ମୋ ବନ୍ଧୁ ବିନେ.


Feed

Library

Write

Notification
Profile