I am priest
Share with friends
ଦମ୍ ବ୍ଲାଷ୍ଟ ହେଲା ପିଆଜ ଦରଟା ସଙ୍ଗ୍ ବ୍ଲାଷ୍ଟ ହେଲା ପିଡ଼ୀତ ଚର୍ଚ୍ଚା, ରଙ୍ଗ୍ ବ୍ଲାଷ୍ଟ ହେଲା ରାଜନୀତି ନୀତି ଜଂଗ୍ ବ୍ଲାଷ୍ଟ ବେଳେ ବିରୋଧ ରଚା.
କଳାକାହ୍ନୁ କଲା ଯେତେ ସବୁ ଲୀଳା କୁଳଟା ନୋହିଲେ କେହି, କୀଳା ପୋତି ଆଜି ଲୀଳା କରୁଛନ୍ତି କୁଳରେ କଳଙ୍କ ହୋଇ. ସିଏ ସିନା କୀଳା ପୋତି ସର୍ବ ଗୋପୀ ଏକାଠି କରିଲେ ରୁଣ୍ଡ, ଆଜି ଲୀଳା କରି କୀଳା'କୁ ଆଦରି ସଂସ୍କୃତି ସଂସ୍କାର ରାଣ୍ଡ.
ସାରା ଜୀବନର ସରସ ସୁନ୍ଦର ବିଶ୍ବାସର ସାକ୍ଷୀ ନିଶ୍ବାସ ଯାଏଁ, ମମତାର ମୂଲ ସ୍ନେହର ପସରା ସମ୍ପର୍କରେ ଡ଼ୋରି ସିନ୍ଦୁର ହୁଏ.