STORYMIRROR

କଳାକାହ୍ନୁ...

କଳାକାହ୍ନୁ କଲା ଯେତେ ସବୁ ଲୀଳା କୁଳଟା ନୋହିଲେ କେହି, କୀଳା ପୋତି ଆଜି ଲୀଳା କରୁଛନ୍ତି କୁଳରେ କଳଙ୍କ ହୋଇ. ସିଏ ସିନା କୀଳା ପୋତି ସର୍ବ ଗୋପୀ ଏକାଠି କରିଲେ ରୁଣ୍ଡ, ଆଜି ଲୀଳା କରି କୀଳା'କୁ ଆଦରି ସଂସ୍କୃତି ସଂସ୍କାର ରାଣ୍ଡ.

By ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra
 192


More oriya quote from ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra
1 Likes   0 Comments
1 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract