STORYMIRROR
#କରୋନା...
#କରୋନା
କରୋନା...
#କରୋନା...
“
#କରୋନା
କରୋନା ର ହାୱା ଏବେ ସହରରେ ବାଜିଲା
ପ୍ରାଣ ଭୟେ ଗ୍ରାମପଥ ଆଜି ମନେ ପଡ଼ିଲା ।
ପ୍ରକୃତିର ଲୀଳା ଦେଖ ଦାଉ ସାଧେ କେମିତି
ମୃତ୍ୟୁ ଭୟେ ମାଟି ମାଆ ମନେପଡେ ସତେକି?
©️ ରାଜୀବ - ମୋ: ୯୯୩୭୪୨୧୯୮୭
”
78
More oriya quote from Rajeev Sahoo
Similar oriya quote from Abstract
Download StoryMirror App