STORYMIRROR

ଏମିତି କିଛି...

ଏମିତି କିଛି କଥା ଆଉ ଅନ୍ତରର ଅବ୍ୟକ୍ତ ଭାଷା ଥାଏ, ଯାହା କି ନା ପିତା ମାତା ବୁଝି ପାରନ୍ତି ନା ନିଜ ସ୍ତ୍ରୀ ଆଉ ପିଲା ଛୁଆ। ସେ ଭାଷା କେବଳ କିଛି ବ୍ୟକ୍ତି ବୁଝି ପାରନ୍ତି। ଆଉ ସେମାନେ ହେଲେ ନିଜ ଅନ୍ତରଙ୍ଗ ବନ୍ଧୁ ମାନେ।

By Rajeev Sahoo
 154


More oriya quote from Rajeev Sahoo
1 Likes   0 Comments
0 Likes   0 Comments
0 Likes   0 Comments
1 Likes   1 Comments
1 Likes   1 Comments

Similar oriya quote from Abstract