STORYMIRROR
କର୍ମ...
କର୍ମ ଅନୁଯାୟୀ ଫଳ...
କର୍ମ...
“
କର୍ମ ଅନୁଯାୟୀ ଫଳ ଭୋଗ କରେ ଏ ମଣିଷ
ସତକର୍ମେ ଭଲ ଅସତ୍ୟେ ମନ୍ଦ ଫଳେ ଭୋଗକରେ ବିଷ।
ପ୍ରାରବ୍ଧ କରମେ ଅବଶ୍ୟ ଭଲମନ୍ଦ ସେ ଭୋଗେ,
ତଥାପି ପ୍ରକୃତି ଯାହାର ଯେମନ୍ତ ଆସେ ଆଗେ।
”
76
More oriya quote from Pranati Mahapatra
Similar oriya quote from Abstract
Download StoryMirror App