STORYMIRROR
ଜମା ନ...
ଜମା ନ ମାରି ଭାଇ...
ଜମା ନ ମାରି...
“
ଜମା ନ ମାରି ଭାଇ ବାହାଦୂରୀ,
ସରକାରଙ୍କ କଥା ମାନ ସବୁରି,
କାରଣ ବାହାରେ ଅଛି ଖରା ଓ କରୋଣା,
କରିଦେବେ ସବୁ ତୁମ ବୁଦ୍ଧିବଣା।
© ଗୋପାଳ ଚନ୍ଦ୍ର ସେଠୀ
”
187
More oriya quote from ଗୋପାଳ ଚନ୍ଦ୍ର ସେଠୀ
Similar oriya quote from Abstract
Download StoryMirror App