ଗୋପାଳ ଚନ୍ଦ୍ର ସେଠୀ
Literary Colonel
12
Posts
3
Followers
2
Following

I'm ଗୋପାଳ ଚନ୍ଦ୍ର and I love to read StoryMirror contents.

Share with friends
Earned badges
See all

ତୁମ ପାଈଁ! ଆକ୍ଷି ଲୁହ ପଛେ ଆକ୍ଷିରେ ମରିବ, ଲୁହ ମୁଁ ପୋଛିବି ନାହିଁ, ଅନ୍ତର ଫାଟି ପଛେ ରୁଧିର ବୋହିବ, ତୁମକୁ ଝୁରିବି ନାହିଁ। © ଗୋପାଳ ଚନ୍ଦ୍ର ସେଠୀ

ଦୁଇଟି ଶବ୍ଦ 'ସତର୍କ ଓ ଛାନିଆ' ମଧ୍ୟରେ ଅନ୍ତର ବୁଝିବାକୁ ହେଲେ, ଚଲା ବାଟେ ଷଣ୍ଢକୁ ଦୁରରୁ ଦେଖି ସତର୍କ ହୁଅନ୍ତୁ, ଛାନିଆ ନୁହେଁ।

ଏହି ଯୁଦ୍ଧ କରୋନା ସହିତ ନୁହେଁ, ବରଂ ମନ ସହିତ ବିବେକର ଯୁଦ୍ଧ। © ଗୋପାଳ ଚନ୍ଦ୍ର ସେଠୀ

ଜମା ନ ମାରି ଭାଇ ବାହାଦୂରୀ, ସରକାରଙ୍କ କଥା ମାନ ସବୁରି, କାରଣ ବାହାରେ ଅଛି ଖରା ଓ କରୋଣା, କରିଦେବେ ସବୁ ତୁମ ବୁଦ୍ଧିବଣା। © ଗୋପାଳ ଚନ୍ଦ୍ର ସେଠୀ

Just stay safe, wherever you are! I am your's and you are mine. It's a line for them who are out of sight not from their mind as they're serving the nation anywhere else. © Gopal Chandra Sethy.

କଥାରେ ଅଛି ଦୁଃଖ ବାଣ୍ଟିଲେ କମେ କିନ୍ତୁ ଆଜିର ଦୁନିଆରେ ନିଜର ଦୁଃଖ ଅନ୍ୟକୁ କହିଲେ, ଏହାକୁ ଲୋକେ ନିଜର ଦୁର୍ବଳତା ମାନିବେ ଆଉ ତୁମକୁ ପରିହାସ କରିବେ, ତେଣୁ ସବୁ ଠିକ୍ ଅଛି କହି, ମୁରୁକି ହସି ଦେଲେ ଚଳିଯିବ। © ଗୋପାଳ ଚନ୍ଦ୍ର ସେଠୀ

ଦୁନିଆରେ କିଛି ଲୋକଙ୍କର ଦୁଃଖର କାରଣ ହେଉଛି ଜଣଙ୍କର ଆଦର୍ଶ ରହିବାର ପ୍ରଚେଷ୍ଟା କିନ୍ତୁ ରାଷ୍ଟ୍ର ସ୍ୱାର୍ଥଠୁ ବଡ ଅନ୍ୟ କିଛିର ଗୁରୁତ୍ଵ ନାହିଁ, କୁମ୍ଭୀର କାନ୍ଦଣା କିଛି ମାନେ ରଖେନା। © ଗୋପାଳ ଚନ୍ଦ୍ର ସେଠୀ

ସବୁତ ସରିବ ସମୟ ବିତିବ ସ୍ନେହ ତ ସରିବ ନାହିଁ ସେହି ସ୍ନେହ ଦିନେ ପାଗଳ କରିବ ତୁମକୁ ଦେଖିବା ପାଇଁ। ✍️ © ଗୋପାଳ ଚନ୍ଦ୍ର ସେଠୀ

ଜୀବର ଥରେ ହେତୁ ଉଦୟ ହୋଇଗଲେ ସେ ଆଉ ବିଷୟ ଜାଲରେ ଛନ୍ଦି ହେବ ନାହିଁ, ତାର ବିଚାର କରିବାର କ୍ଷମତା ବୃଦ୍ଧିପାଇଥାଏ। ଏଥିପାଇଁ ଜୀବନର ପ୍ରଧାନ ସହାୟକ ହେଉଛନ୍ତି 'ଗୁରୁ'।


Feed

Library

Write

Notification
Profile