STORYMIRROR
ଜୀବନଟା...
ଜୀବନଟା ଖୋଲା
...
ଜୀବନଟା ଖୋଲା...
“
ଜୀବନଟା ଖୋଲା
ପୁସ୍ତକ ପରି
ସୁଖ ଦୁଃଖର
ଅପାସୋରା ଡ଼ାଇରୀ
ଭଲ ମନ୍ଦ ତାର
ଦୁଇଟି ପୃଷ୍ଠା
ତାରି ଭିତରେ
ବଞ୍ଚିବାର ଏକ ଚେଷ୍ଟା
”
143
More oriya quote from Beenapani Seth
Similar oriya quote from Abstract
Download StoryMirror App