STORYMIRROR
ବନ୍ଧୁତ୍ୱ ଟା...
ବନ୍ଧୁତ୍ୱ ଟା...
ବନ୍ଧୁତ୍ୱ ଟା...
“
ବନ୍ଧୁତ୍ୱ ଟା ମହୁଠୁ ମଧୁର
ନିଭେଇ ପାରିଲେ ଅତି ସୁନ୍ଦର
ସାଗର ର ଗଭୀରତା ଯେପରି
ବନ୍ଧୁତ୍ୱ ର ପରିଭାଷା ସେପରି
ଅଛିଣ୍ଡା ଡୋର ରେ ବନ୍ଧା
ସମ୍ପର୍କ ସେତୁରେ ଛନ୍ଦା
”
191
More oriya quote from Beenapani Seth
Similar oriya quote from Abstract
Download StoryMirror App