Beenapani Seth
Literary Captain
28
Posts
30
Followers
0
Following

ଅଜଣା ରାଇଜେ ନିଜକୁ ହଜାଇ ନିଜର ଅସ୍ତିତ୍ୱ ମୁଁ ନିଜେ ଖୋଜଇ

Share with friends

ବନ୍ଧୁତ୍ୱ ଟା ମହୁଠୁ ମଧୁର ନିଭେଇ ପାରିଲେ ଅତି ସୁନ୍ଦର ସାଗର ର ଗଭୀରତା ଯେପରି ବନ୍ଧୁତ୍ୱ ର ପରିଭାଷା ସେପରି ଅଛିଣ୍ଡା ଡୋର ରେ ବନ୍ଧା ସମ୍ପର୍କ ସେତୁରେ ଛନ୍ଦା

प्यार भरा जो पत्र मे भेज ना पाई दिल की अरमानो को समेट ना पाई रह गया बो ख्वाब अधूरे हर सास हर लम्हा रहेगा सदा तेरे

ଜୀବନଟା ଖୋଲା ପୁସ୍ତକ ପରି ସୁଖ ଦୁଃଖର ଅପାସୋରା ଡ଼ାଇରୀ ଭଲ ମନ୍ଦ ତାର ଦୁଇଟି ପୃଷ୍ଠା ତାରି ଭିତରେ ବଞ୍ଚିବାର ଏକ ଚେଷ୍ଟା

ପ୍ରେମର ପହିଲି ଶବଦ ମୋ ପ୍ରିୟାର ଅଭୁଲା ଦରଦ ସ୍ମୃତି ରୁ କେବେ ପୋଛି ହୁଏନା ହୃଦୟରୁ କେବେ ଦୁରେଇ ହୁଏନା

ସମ୍ପର୍କ ଏକ ଅଭୁଲା ନିଆରା ଡୋର ପ୍ରେମ, ବନ୍ଧୁତ୍ୱ ର ଆସର ଯେତେ ପୁରୁଣା ହେଲେ ବି ଲାଗୁଥାଏ ନୂଆ ନୂଆ ମହୁ ଠାରୁ ଅଧିକ ମଧୁର ସମ୍ପର୍କ


Feed

Library

Write

Notification
Profile