STORYMIRROR
ଜୀବନ...
ଜୀବନ ରେ ପରିଧି...
ଜୀବନ ରେ...
“
ଜୀବନ ରେ ପରିଧି ପର୍ଯ୍ୟାପ୍ତ
ନିରୋଳାରେ ନିରେଖୁଥିଲି ମୁଁ
ଅନ୍ତୁଡିରୁ ଜୁଇ ପରିଯନ୍ତେ
ସମହର ସମୁହ ସୀମିତ
କାଳେ ପୁଣି ଲୋଡିଲି ବିସ୍ତୃତ
ଭାବାନ୍ତର ବି ଅସମାହିତ
ଆଦ୍ୟ ଯାଇ ପ୍ରାନ୍ତକୁ ଛୁଇଁଲା
ଦୁଇ ପାର୍ଶ୍ଵେ ଦୁଇ ନିଆଁ ଥିଲା ।
”
123
More oriya quote from puspalata samantary
Similar oriya quote from Abstract
Download StoryMirror App