STORYMIRROR
ଜୀବନ ରେ କିଛି...
ଜୀବନ ରେ କିଛି...
ଜୀବନ ରେ...
“
ଜୀବନ ରେ କିଛି ମୁହୂର୍ତ୍ତ ନିଜର ହୋଇଥାଏ
ସେଇ ମୁହୂର୍ତ୍ତରେ ଥିବା କିଛି ଲୋକ ନିଜର ହୋଇଥାଏ।
ଯିଏ ଦୂର ରେ ଥାଇ ବି ନିଜର ହୋଇଯାଏ।
ହୃଦୟ ର ପାଖରେ ଥାଏ।
ମନକୁ କିଣିପାରିଥାଏ।
ତା କଥା ଭାବି ଆଖିରେ ସ୍ଵତଃ ଲୁହ ଆସିଯାଏ।
ମନେ ନ ପକାଇଲେ ବି ମନେପଡିଯାଏ।
କହିହେବନି ସେ କିଏ ଲାଗେ ହାଏ?
”
208
More oriya quote from Gouri Panda
Similar oriya quote from Abstract
Download StoryMirror App