STORYMIRROR

ଜୀବନ ଜୀଇଁଵା...

ଜୀବନ ଜୀଇଁଵା ଇଚ୍ଛା ଆମର ଵି ଅଛି ବଞ୍ଚିବାର ଅଧିକାର ଆମର ଵି ଅଛି କାହାକୁ ବା ଦୋଷ ଦେବା ଅନେକ ବାଟ ଆହୁରି ଯିବାକୁ ତ ଅଛି ସମୟର ଚକ କ'ଣ ସେକଥା ବୁଝୁଛି?

By Minati Rath
 184