STORYMIRROR
ସ୍ବପ୍ନ...
ସ୍ବପ୍ନ ପଛରେ ଦଉଡି...
ସ୍ବପ୍ନ ପଛରେ...
“
ସ୍ବପ୍ନ ପଛରେ ଦଉଡି ଦଉଡି ହୋଇଯାଇଥିଲି ଏକା
ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଦେଖିଲି ନ ଥିଲେ ବନ୍ଧୁ କି ସଖା
ଏକା ଏକା ଯେବେ ଭାରୀ ହୃଦୟରେ ଚାହିଁଲି ପଛକୁ ଫେରି
ଅପେକ୍ଷାରେ ଥିଲା ପରିବାର ମୋର ଆଖି ମୋର ଗଲା ଭରି
”
100
More oriya quote from Minati Rath
Download StoryMirror App