STORYMIRROR
ହସିବାକୁ ହୁଏ...
ହସିବାକୁ ହୁଏ...
ହସିବାକୁ ହୁଏ...
“
ହସିବାକୁ ହୁଏ ଦୁନିଆଁ ଆଗରେ
ଯନ୍ତ୍ରଣା ଚାପି ଛାତିରେ,
ହସ ଦେଖି ପ୍ରେମେ ପଡ଼େ ଚାନ୍ଦିନୀ
ଲୁଚକାଳି ଖେଳେ ରାତିରେ ।
ପ୍ରସନ୍ନ ପ୍ରୟାସ ଭୁଏ
”
28
More oriya quote from Prayash Kumar Bhue
Similar oriya quote from Abstract
Download StoryMirror App