STORYMIRROR

ଭିଜିବାକୁ...

ଭିଜିବାକୁ ଆଜି ଇଚ୍ଛା ହୁଏ ଭାରି ତୋ ପ୍ରେମ ବରଷାରେ, ତନୁ ମନ ମୋର ଶିହରୀ ଉଠେ ତୋ ପ୍ରତି ବିନ୍ଦୁର ଛୁଆଁ ରେ ।

By Prayash Kumar Bhue
 56