STORYMIRROR

ଏହା ରାସ୍ତା...

ଏହା ରାସ୍ତା ରେ ଚାଲିଲେ ପଥର ତ ନିଶ୍ଚୟ ଆସିବ । ଗୋଡ଼ ନିଶ୍ଚିତ ବିନ୍ଧିବ । କିନ୍ତୁ ବାଧାବିଘ୍ନ ନ ମାନି ଚାଲିବା ଅବ୍ୟାହତ ରଖିବାକୁ ପଡ଼ିବ । ତେବେ ଶିଖର ରେ ପହଞ୍ଚି ତଳକୁ ଚାହିଁଲେ ପାହାଡ ତଳି ନାଜରା ବହୁତ୍ ସୁନ୍ଦର ଦେଖାଯିବ ।

By Sushree Ojha
 53


More oriya quote from Sushree Ojha
1 Likes   0 Comments
2 Likes   0 Comments
1 Likes   0 Comments

Similar oriya quote from Abstract