STORYMIRROR

ଦୁନିଆରେ କିଏ...

“ ଦୁନିଆରେ କିଏ କାହାର ନଥାଏ ବଇରୀ, ନିଜର କ୍ରୋଧ ହିଁ ସାଜିଥାଏ ଆମର ବଇରୀ, କ୍ରୋଧରେ ଜର୍ଜରିତ ହୋଇ କରିଦେଉ ଅନେକ କ୍ଷତି, କ୍ରୋଧ ଚିନ୍ହିପାରେନା କୌଣସି ସମ୍ପର୍କ, କ୍ରୋଧ ଜାଣିପାରେନା ଆପଣା ପର, କ୍ରୋଧ ସଭିଙ୍କୁ କରେ ଆଘାତ, ରକ୍ତ ସମ୍ପର୍କକୁ ବି କରେ ଖଣ୍ଡ ବିଖଣ୍ଡିତ, ନିଜ କ୍ରୋଧକୁ କର ସଞ୍ଜମ ”

By Milly Pradhan
 25


More oriya quote from Milly Pradhan
1 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract