STORYMIRROR

ଧର୍ମ ହେଉଛି...

ଧର୍ମ ହେଉଛି ସେଇ ସବୁ ପ୍ରାକୃତିକ ଗୁଣ ଯାହା ପ୍ରକୃତି ବିଭିନ୍ନ ବସ୍ତୁ ଓ ପ୍ରାଣୀରେ ଖଞ୍ଜି ଦେଇଛି। ପାଣିର ଧର୍ମ ଶୀତଳତା, ନିଆଁର ଧର୍ମ ଉଷ୍ମତା। ଠିକ ସେଇ କାରଣରୁ ନାରୀର ଋତୁଶ୍ରାବକୁ ମାସିକ ଧର୍ମ ବୋଲି କୁହାଯାଏ। ଏହିପରି ଅନୁଶୀଳନ କଲେ ମଣିଷର ଧର୍ମ ହେଉଛି କେବଳ ଗୋଟିଏ, ତାହାହେଲା ମାନବ ଧର୍ମ।

By Rajabala Tripathy
 375


More oriya quote from Rajabala Tripathy
0 Likes   0 Comments
2 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments

Similar oriya quote from Abstract