STORYMIRROR
ବନ୍ଧୁ!
ତୁମେ...
ବନ୍ଧୁ!
ତୁମେ...
ବନ୍ଧୁ!
ତୁମେ...
“
ବନ୍ଧୁ!
ତୁମେ ସେହି
ଯିଏ ରହିଥାଏ ସାଥି ହୋଇ
ବିପଦ ଆପଦେ ଠିଆ ହୋଇ।
ସେ ହିଁ ବନ୍ଧୁ
ହସ ଖୁସିରେ ସେ ଖୁସି ହୁଏ
ଦୁଃଖ ଶୋକରେ ଯେ ଧୈର୍ଯ୍ୟ ଦିଏ।
ବିଶ୍ୱାସ ରେ ବନ୍ଧା ଏ ବନ୍ଧୁତା ର ଡୋର
ଡୋର ଛିଡିଗଲେ ବନ୍ଧୁ ହୁଏ ପର।
”
145
More oriya quote from Abhipsa Jena
Similar oriya quote from Abstract
Download StoryMirror App