I'm Abhipsa and I love to read StoryMirror contents.
Share with friends
ନାରୀ ଚିର ନମସ୍ୟା ନାରୀ ଶକ୍ତି ସ୍ୱରୂପିଣୀ କିନ୍ତୁ ଆଜିର ଏ ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ଅବହେଳିତ, ଅସୁରକ୍ଷିତ ତେବେ ନାରୀ/ମହିଳା ଦିବସ ପାଳନର ଯଥାର୍ଥତା କ'ଣ??
ବନ୍ଧୁ! ତୁମେ ସେହି ଯିଏ ରହିଥାଏ ସାଥି ହୋଇ ବିପଦ ଆପଦେ ଠିଆ ହୋଇ। ସେ ହିଁ ବନ୍ଧୁ ହସ ଖୁସିରେ ସେ ଖୁସି ହୁଏ ଦୁଃଖ ଶୋକରେ ଯେ ଧୈର୍ଯ୍ୟ ଦିଏ। ବିଶ୍ୱାସ ରେ ବନ୍ଧା ଏ ବନ୍ଧୁତା ର ଡୋର ଡୋର ଛିଡିଗଲେ ବନ୍ଧୁ ହୁଏ ପର।
ଖାଦ୍ୟ ଖାଇଲେ ହୁଅଇ ବଳ ଶରୀରକୁ ରଖେ ସୁସ୍ଥସବଳ ଏଥିରେ ଭରିଛି ଖାଦ୍ୟସାର ନ ଖାଇଲେ ଜୀବନ ଅସାର ଖାଦ୍ୟ ପରେ ନ କରିବ ରୋଷ ଖାଦ୍ୟ ଖାଇ ମନ ହୁଅଇ ସନ୍ତୋଷ।
ଆଜିକାଲି ଦୁନିଆରେ ଟଙ୍କା ସବୁକିଛି ଭାବନ୍ତି ସଭିଏଁ ଟଙ୍କା ଥିଲେ ପାଶେ ଦୁଃଖ ହୁଏ ନାଶ କିନ୍ତୁ ପ୍ରକୄତ ସୁଖ ତ ଦିଏନା ଏ ଟଙ୍କା ଅତି ଲୋଭ କଲେ ନଇଁ ଯାଏ ମଥା।