@slp2oiua

Abhipsa Jena
Literary Captain
29
Posts
71
Followers
2
Following

I'm Abhipsa and I love to read StoryMirror contents.

Share with friends
Earned badges
See all

Submitted on 07 Mar, 2020 at 18:02 PM

ନାରୀ ଚିର ନମସ୍ୟା ନାରୀ ଶକ୍ତି ସ୍ୱରୂପିଣୀ କିନ୍ତୁ ଆଜିର ଏ ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ଅବହେଳିତ, ଅସୁରକ୍ଷିତ ତେବେ ନାରୀ/ମହିଳା ଦିବସ ପାଳନର ଯଥାର୍ଥତା କ'ଣ??

Submitted on 05 Mar, 2020 at 17:42 PM

ସ୍ୱାର୍ଥପର ଦୁନିଆରେ କେହି ନୁହେଁ କାହାର

Submitted on 04 Mar, 2020 at 17:33 PM

ପ୍ରକୃତି ସୌନ୍ଦର୍ଯ୍ୟର ଗନ୍ତାଘର

Submitted on 27 Feb, 2020 at 18:13 PM

ବହି ଆମର ପ୍ରକୃତ ବନ୍ଧୁ ଯେତେ ବେଶି ବହି ପଢ଼ିବା ଆମେ ସେତେ ବିଦ୍ୟା ଆହରଣ କରିବା ସୁଖ ଦୁଃଖର ସେ ସାଥି ଆମର

Submitted on 26 Feb, 2020 at 08:55 AM

ଯାହା ମନ ଦୁର୍ବଳ ତା ମନେ ଜମାଟ ବାନ୍ଧେ ଭୂତର ଡର ପ୍ରକୃତରେ ଭୂତର ନାହିଁ ଅସ୍ତିତ୍ୱ ଏହା ଏକ ମନର କାଳ୍ପନିକ ଚିତ୍ର।

Submitted on 24 Feb, 2020 at 11:40 AM

ବନ୍ଧୁ! ତୁମେ ସେହି ଯିଏ ରହିଥାଏ ସାଥି ହୋଇ ବିପଦ ଆପଦେ ଠିଆ ହୋଇ। ସେ ହିଁ ବନ୍ଧୁ ହସ ଖୁସିରେ ସେ ଖୁସି ହୁଏ ଦୁଃଖ ଶୋକରେ ଯେ ଧୈର୍ଯ୍ୟ ଦିଏ। ବିଶ୍ୱାସ ରେ ବନ୍ଧା ଏ ବନ୍ଧୁତା ର ଡୋର ଡୋର ଛିଡିଗଲେ ବନ୍ଧୁ ହୁଏ ପର।

Submitted on 23 Feb, 2020 at 12:39 PM

ଖାଦ୍ୟ ଖାଇଲେ ହୁଅଇ ବଳ ଶରୀରକୁ ରଖେ ସୁସ୍ଥସବଳ ଏଥିରେ ଭରିଛି ଖାଦ୍ୟସାର ନ ଖାଇଲେ ଜୀବନ ଅସାର ଖାଦ୍ୟ ପରେ ନ କରିବ ରୋଷ ଖାଦ୍ୟ ଖାଇ ମନ ହୁଅଇ ସନ୍ତୋଷ।

Submitted on 22 Feb, 2020 at 05:44 AM

ଆଜିକାଲି ଦୁନିଆରେ ଟଙ୍କା ସବୁକିଛି ଭାବନ୍ତି ସଭିଏଁ ଟଙ୍କା ଥିଲେ ପାଶେ ଦୁଃଖ ହୁଏ ନାଶ କିନ୍ତୁ ପ୍ରକୄତ ସୁଖ ତ ଦିଏନା ଏ ଟଙ୍କା ଅତି ଲୋଭ କଲେ ନଇଁ ଯାଏ ମଥା।

Submitted on 21 Feb, 2020 at 15:46 PM

ସଂଗୀତ ହିଁ ଜୀବନ ସଂଗୀତ ହିଁ ସୁନ୍ଦର ସଂଗୀତ ର ମୂର୍ଚ୍ଛନାରେ ବିଭୋର ଏ ତନୁ ମନ ସଂଗୀତ ର ତାଳେ ତାଳେ ଝୁମିଯାଏ ମନ ପ୍ରାଣ


Feed

Library

Write

Notification
Profile