Abhipsa Jena
Literary Captain
29
போஸ்ட்ஸ்
72
பின்தொடர்பவர்கள்
3
பாலோவிங்

I'm Abhipsa and I love to read StoryMirror contents.

நண்பர்களுடன் பகிர

ନାରୀ ଚିର ନମସ୍ୟା ନାରୀ ଶକ୍ତି ସ୍ୱରୂପିଣୀ କିନ୍ତୁ ଆଜିର ଏ ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ଅବହେଳିତ, ଅସୁରକ୍ଷିତ ତେବେ ନାରୀ/ମହିଳା ଦିବସ ପାଳନର ଯଥାର୍ଥତା କ'ଣ??

ସ୍ୱାର୍ଥପର ଦୁନିଆରେ କେହି ନୁହେଁ କାହାର

ପ୍ରକୃତି ସୌନ୍ଦର୍ଯ୍ୟର ଗନ୍ତାଘର

ବହି ଆମର ପ୍ରକୃତ ବନ୍ଧୁ ଯେତେ ବେଶି ବହି ପଢ଼ିବା ଆମେ ସେତେ ବିଦ୍ୟା ଆହରଣ କରିବା ସୁଖ ଦୁଃଖର ସେ ସାଥି ଆମର

ଯାହା ମନ ଦୁର୍ବଳ ତା ମନେ ଜମାଟ ବାନ୍ଧେ ଭୂତର ଡର ପ୍ରକୃତରେ ଭୂତର ନାହିଁ ଅସ୍ତିତ୍ୱ ଏହା ଏକ ମନର କାଳ୍ପନିକ ଚିତ୍ର।

ବନ୍ଧୁ! ତୁମେ ସେହି ଯିଏ ରହିଥାଏ ସାଥି ହୋଇ ବିପଦ ଆପଦେ ଠିଆ ହୋଇ। ସେ ହିଁ ବନ୍ଧୁ ହସ ଖୁସିରେ ସେ ଖୁସି ହୁଏ ଦୁଃଖ ଶୋକରେ ଯେ ଧୈର୍ଯ୍ୟ ଦିଏ। ବିଶ୍ୱାସ ରେ ବନ୍ଧା ଏ ବନ୍ଧୁତା ର ଡୋର ଡୋର ଛିଡିଗଲେ ବନ୍ଧୁ ହୁଏ ପର।

ଖାଦ୍ୟ ଖାଇଲେ ହୁଅଇ ବଳ ଶରୀରକୁ ରଖେ ସୁସ୍ଥସବଳ ଏଥିରେ ଭରିଛି ଖାଦ୍ୟସାର ନ ଖାଇଲେ ଜୀବନ ଅସାର ଖାଦ୍ୟ ପରେ ନ କରିବ ରୋଷ ଖାଦ୍ୟ ଖାଇ ମନ ହୁଅଇ ସନ୍ତୋଷ।

ଆଜିକାଲି ଦୁନିଆରେ ଟଙ୍କା ସବୁକିଛି ଭାବନ୍ତି ସଭିଏଁ ଟଙ୍କା ଥିଲେ ପାଶେ ଦୁଃଖ ହୁଏ ନାଶ କିନ୍ତୁ ପ୍ରକୄତ ସୁଖ ତ ଦିଏନା ଏ ଟଙ୍କା ଅତି ଲୋଭ କଲେ ନଇଁ ଯାଏ ମଥା।

ସଂଗୀତ ହିଁ ଜୀବନ ସଂଗୀତ ହିଁ ସୁନ୍ଦର ସଂଗୀତ ର ମୂର୍ଚ୍ଛନାରେ ବିଭୋର ଏ ତନୁ ମନ ସଂଗୀତ ର ତାଳେ ତାଳେ ଝୁମିଯାଏ ମନ ପ୍ରାଣ


ஊட்டம்

நூலகம்

எழுது

அறிவிப்பு
சுயவிவரம்