Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Suryakanta parida

Others

3.6  

Suryakanta parida

Others

ଯନ୍ତ୍ରଣା

ଯନ୍ତ୍ରଣା

1 min
292


         

ସାତ  ଜନ୍ମ  ପାଇଁ  ସାଥି  କରିଥିଲୁ

    ଛାଡ଼ି ଗଲୁ ଅଧା ବାଟେ !

ହସି  ହସି  ମତେ ଠକି  ଦେଇଗଲୁ 

    ଜାଣି ପାରିଲିନି ମୋଟେ !

 ଲୋଡାନାହିଁ ମୋର ହୀରା ଲୀଳା ମୋତି 

    ତମେ ଥିଲ ସବୁକିଛି !

ତମବିନା ଏ ହୃଦୟ ମନ୍ଦିର ମଶାଣି ସାଜିଛି  

     ମନ ଜଳେ ଦିନ ରାତି !

ଏଡେ  ନିରିଦୟ  କେଡେ  ତୁ ନିଷ୍ଠୁର

     କହିଲୁନି ପଦେ କଥା !

କେମିତି  ବଂଚିବି  କାହା  ପାଇଁ ଆଉ

   ତମ ବିନା କିଏ ଅଛି ବା ନିଜର !

     ବୁଝିବ ଏ ହୃଦୟ ବ୍ୟଥା !

      


Rate this content
Log in