STORYMIRROR

Arabinda Mishra

Others

3  

Arabinda Mishra

Others

ତୁମେ

ତୁମେ

1 min
226

କବଳିତ କର ହୃଦୟକୁ ମୋର

ଖୋଜୁଥାଏ ଯାହା ଆଖି

କଣ୍ଟକିତ ବଣେ ରକ୍ତ ଝରଝର

ଆଘାତରେ ହୁଏ ସୁଖି. .,


ଆହା କହିଦେଇ ଆହ୍ଲାଦିତ କର

ଆମନ୍ତ୍ରିତ ଭାବି ହୃଦୟ

ଆସନ ପକେଇ ପୂଜେ ନିରନ୍ତର

ଆଜନ୍ମରୁ ତୁମେ ନିର୍ଦ୍ଦୟ..


ବିଚଳିତ ହୁଏ କାଇଁ ବାରମ୍ବାର

ଶୁଣିବାକୁ ପଦେ କଥା

ବିଖଣ୍ଡିତ ସତେ ରାସ୍ତା ତୋରମୋର

ନଦେଖିବା ମିଠା ବ୍ୟଥା ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ