STORYMIRROR

Arabinda Mishra

Others

3  

Arabinda Mishra

Others

ତୁମେ

ତୁମେ

1 min
556


ପ୍ରତି ମୁହୁର୍ତ୍ତର ପ୍ରତିଷ୍ଠାତା ସାଜି

ପୀରତିରେ ରଖ ବାନ୍ଧି

ଦେଖିନାହିଁ, ହେଲେ ପ୍ରତିଦିନ ଖୋଜି

ପ୍ରେମରେ ହେଲାଣି ରୁନ୍ଧି ..

ପାଳି ନପଡିବି ନିତିଯାଏ ପୂଜି

ତୋଳା ହେଇଥାଏ ଫୁଲ

କହିବାକୁ ଗଲେ ସପନରେ ଭିଜି

ପାଇଗଲି ଏତେ ଭଲ ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ