STORYMIRROR

Arabinda Mishra

Others

3  

Arabinda Mishra

Others

ତୁମେ

ତୁମେ

1 min
294

ନିତି ବଦଳୁଛି,ନିୟମ ବଦଳେ

ବଦଳୁନ କିନ୍ତୁ ତୁମେ

ରାତି ବଦଳିଛି,ନିଇତି ସକାଳେ

ମୁଁ ସେମିତି ସପନେ ଭ୍ରମେ ...

କିଏ ବୋଲିଭାବି,ଖୋଜେ ଗହଳେ

ଲୁଚି ଦେଖୁଥିବ ତୁମେ

କେମିତି ଚିହ୍ନିବି,ଆଖିର କଜ୍ଜଳେ

ମୁଁ ଅନ୍ଧାରରେ ଝୁମେ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ