ତୁମେ କୁହ
ତୁମେ କୁହ
1 min
2.6K
ଆସିଛ, ଦିନେ ଫେରି ଯିବ
କେଉଁଠୁ ଆସିଲ, ଫେରିବ
କେହି ଜାଣେ ନାହିଁ
ମୁଁ କିନ୍ତୁ ଏଇ ଠାରୁ ଯାଏ
ପୁଣି ଏଇଠିକୁ ଫେରେ
ଏଇ ମୋର ଘର
ତାକୁ ଛାଡ଼ି
ମୋର ପରିଚୟ କାହିଁ ?
