Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Kumar Acharya

Others

2  

Narendra Kumar Acharya

Others

କେଉଁଠି ବହୁଛି କହ

କେଉଁଠି ବହୁଛି କହ

1 min
6.5K


କେଉଁଠି ବହୁଛି କହ

ସର୍ତ୍ତହୀନ ଭଲ ପାଇବାର ଚିରସ୍ରୋତା ନଦୀ ?

କେଉଁଠି ମିଳୁଛି କହ

ନିଜକୁ ନିଃସ୍ୱ କରି ଅଜାଡ଼ି ଦେବାର ଖୁସି ?

ଟଳମଳ ପାଦରେ ମୁଁ ଯେବେ ଖସି ପଡ଼େ

କିଏ ମତେ ଧରି ନିଏ ଅତି ଆଦରରେ ?

ଏଇ ମାଟି ତ !

ତେଣୁ ବାରମ୍ବାର ଏଡ଼ି ଦେଇ

ଅସୀମର ଆଶ୍ଳେଷକୁ

ମୁଁ ଫେରି ଆସେ

ଏଇଠିକୁ, ମାଟିର କୋଳକୁ l


Rate this content
Log in