STORYMIRROR

Suryakanta parida

Others

3  

Suryakanta parida

Others

ତମେ ଗଲାପରେ

ତମେ ଗଲାପରେ

1 min
254


ଫଗୁଣ ର ରଙ୍ଗ ପୂର୍ଣ୍ଣିମା ଜହ୍ନ ଫିକା ଲାଗେ 

      ତମେ ଗଲା ପରେ .

 ଜୀବନ ଟା ନିସୁନ ନିର୍ବିକାର ଏକା ଏକା 

    ଲାଗେ ତମେ ଗଲା ପରେ.

   ଅଙ୍କା ବଙ୍କ ଜୀବନ ରାସ୍ତା ରେ 

     ମୁଁ ନିଃସହାୟ ପଥିକ

     ତମେ ଗଲା ପରେ

  ଭାଙ୍ଗି ଗଲା ନିଦ ହଜି ଗଲା ସପ୍ନ

   ତନ୍ଦ୍ରା ଆଖି ରେ ଅସୁମାରୀ ଲୁହ 

      ତମେ ଗଲା ପରେ

  ଅଭୁଲା ସେ ସ୍ମୃତି ଅଦେଖା ଏ କୋହ

    କାହାକୁ ବା କହିବି ମୁଁ କୁହ

      ଆଉ ଏତିକି କହୁଛି 

    ଆଖି ତମକୁ ଖୋଜୁଛି 

    ତମ ସ୍ମୃତି ରେ ଭିଜୁଛି.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍