STORYMIRROR

Mithun Sahu

Others

2  

Mithun Sahu

Others

ଥରୁଟିଏ ଖାଲି ହଁ ତୁ କହିଦେ

ଥରୁଟିଏ ଖାଲି ହଁ ତୁ କହିଦେ

1 min
14.2K


ମୁଁ ଯଦି କହିବି ତତେ ବହାହେବି
ରାଜିହବୁକି ମୋ କଥାରେ,
ସାରା ଜୀବନକୁ ସାଥିଟିଏ ହୋଇ
ରହିବାପାଇଁ ମୋ ସାଥିରେ,,।।
ତୁ ରାଜି ହୋଇଲେ ମତେ କଥାଦେଲେ
ବସିବି ତୋ ସାଥେ ବେଦିରେ,
ବୋହୁରାଣୀ କରି ସାଥିରେ ମୋହର
ନେଇଯିବି ପାଲିଙ୍କିରେ,,।।
କଥା ମୁଁ ଦେଉଛି ଜୀବନରେ ତତେ
ରଖିବି ଯେ ସଦା ଖୁସିରେ,
ଥରୁଟିଏ ଖାଲି ହଁ ତୁ କହିଦେ
ହଜେଇଦେବି ମୋ ପ୍ରେମରେ,,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍