STORYMIRROR

Puspita Dash

Others

2  

Puspita Dash

Others

ଥରେ ତୁମେ ଆସି ଦେଖ

ଥରେ ତୁମେ ଆସି ଦେଖ

1 min
12.9K


ଥରେ ତୁମେ ଆସି ଦେଖ

ହସର ଏ ବିମୁଗ୍ଧ ଝରଣା,

ଜୀବନ ଯେ ଘାସ ଫୁଲ

ଅତି କ୍ଷୁଦ୍ର ବିମୁକ୍ତ ଭାବନା;

ଉଦାତ୍ତ ସ୍ଵରଟି ଥାଉ

ରହୁ ଏକ ଉଦାର ହୃଦୟ

ସମଦୁଃଖୀ ହୁଅ ତୁମେ

ନିସର୍ଗରେ ହୁଅ ଭାବମୟ

ଫୁଲଟି ନହେଲ ନାହିଁ

କଣ୍ଟକର ଗୁଣ ରଖନାହିଁ

ସବୁ ଜୀବନର ଗତି

ତୁମକୁ କି ବନ୍ଧୁ ଜଣାନାହିଁ???


Rate this content
Log in