Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Others

3  

Ambika Swain

Others

ସୁନ୍ଦର ଆକାଶ

ସୁନ୍ଦର ଆକାଶ

1 min
6.7K


ଆକାଶକୁ କିଏ ଛୁଇଁ ପାରିବ

ଆକାଶ ତ ମହା ଶୂନ୍ୟ

ଆକାଶେ ପାଏନି କାହାର ହାତ

ନାହିଁ ତାର କିଛି ଆଦି ଅନ୍ତ ।

ଆକାଶ ଯେମିତି ନୀଳ ସାଗର

ସେଥିରେ ଫୁଟିଛି ତାରା ଓ ଜହ୍ନ

ଆକାଶର ଶୁନ୍ୟ ବୁକୁରେ

ସଦା ଚାଲିଥାନ୍ତି ପକ୍ଷୀ ଓ ଯାନ ।

ଆକାଶରେ ଭସା ବାଦଲର ଖଣ୍ଡ

ଚାତକ ଦେଖି କରେ ମନ ଆନଂଦ

ଆକାଶରେ ଇନ୍ଦ୍ରଧନୁର ରଙ୍ଗ

ଚମକାଇ ଦିଏ ସାରା ଭୁବନ ।

ଆକାଶରେ ଜହ୍ନ ଆଲୁଅ କୁ ଦେଖି

କୁମୁଦ ଦିଏ ମୁରୁକି ହସି

ଆକାଶର ସୌନ୍ଦର୍ଯ୍ୟ ର ବର୍ଣ୍ଣନା

ଯେତେ କହିଲେ ବି ନାହିଁ ଉପମା

★★★●★★★

ଅମ୍ବିକା ସ୍ୱାଇଁ


Rate this content
Log in