STORYMIRROR

Ambika Swain

Others

2  

Ambika Swain

Others

ସରମୀ ନୀଳ କଇଁ

ସରମୀ ନୀଳ କଇଁ

1 min
13.7K


ଜହ୍ନ ନ ଆସିଲେ

କୁମୁଦ ହସେନି

ନୀରବରେ ଥାଏ ରହି,

ଜହ୍ନକୁ ଦେଖିଲେ

ଉକୁଟି ହସେ

ଖିଲି ଖିଲି ସିଏ ହୋଇ,

ମନ ପ୍ରାଣ ଦେଇ

ନିତି ଖୋଜୁ ଥାଏ

ଜହ୍ନର ପରଶ ପାଇଁ ,

ଜହ୍ନକୁ ଦେଖିଲେ

ଲାଜେଇ ଯାଏ

ସରମି ନୀଳକଇଁ ।।

ଆମ୍ବିକା ସ୍ୱାଇଁ


Rate this content
Log in