STORYMIRROR

Chittaranjan Lenka

Others

2  

Chittaranjan Lenka

Others

ସ୍ନେହ ଓ ମମତା

ସ୍ନେହ ଓ ମମତା

1 min
14.2K


ସତ୍ୟ ଯଦି ଏଠି ସୂର୍ଯ୍ୟ ଚନ୍ଦ୍ର ତାରା

ସତ୍ୟ ଯଦି ରାତି ଦିନ

ତା ଠାରୁ ବି ସତ୍ୟ ତା ଠାରୁ ବି ଶକ୍ତ

ସ୍ନେହ ମମତା ବନ୍ଧନ

ଫରକ ଏତିକି ମମତା ବନ୍ଧନ

ଶକ୍ତ ମାୟା ଇଲାକାରେ

ତଥାପି କହିବି ସ୍ଵୟଂ ନାରାୟଣ

ପଶନ୍ତି ସେହି ଯନ୍ତାରେ

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍