Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manash ranjan Pattanayak

Others

3  

Manash ranjan Pattanayak

Others

ସମୟ

ସମୟ

1 min
130


 

କିଏ ଜଣେ କହିଥିଲା ଘରଟେ କରିବୁ 

ସେ ଘରକୁ ବୋହୂ କରି ମତେ ନେଇଯିବୁ।


ଭାଗ୍ୟର ନିୟତି ଆଜି ଶତ୍ରୁ ସାଜିଗଲା

ସେ ତ ଚାଲିଗଲା ଆଉ ବାହୁଡ଼ି ନୋଇଲା।


ଫଗୁଣର ଫଗୁ ନେଇ ଗଲା ନିଜ ପଥେ

ମୋ ସହ ଦିନ କାଟିବ କହିଥିଲା ସାଥେ।


ମଳୟର ବାସ୍ନା ଆଉ କେବେ ଛୁଇଁବନି

ସବୁ ବାସ୍ନା ଫିକା କରିଦେଲା ଅଭିମାନୀ ।


ନିର୍ଜୀବ ତୁଲ୍ୟ ଜୀବନ ଲାଗୁଅଛି କାହିଁ 

ତଥାପି ଫେରିବା ବାଟ ଚାହିଁଅଛି ମୁହିଁ ।


ଚାହିଁଲେ କି ସତେ ସିଏ ଫେରିକି ଆସିବ?

ବିଧାତାର ନିୟମକୁ ମାନିବାକୁ ହେବ।


ସମୟକୁ ଦେଇଛନ୍ତି ଅସ୍ତ୍ର କରି ସେତ 

ଅଭାଗା ଶରୀର ତାହା ବୁଝିବ କେମନ୍ତ ।


ସମୟର ପ୍ରତିଦାନ ଦେଇ ପାରେ ନାହିଁ 

ସବୁଠାରୁ ମୂଲ୍ୟବାନ ସମୟ ଅଟଇ ।



Rate this content
Log in