STORYMIRROR

Pramila Sahoo

Others

1  

Pramila Sahoo

Others

ସମୟ

ସମୟ

1 min
2.9K


ସମୟ କେବେ କାହାକୁ

ଅପେକ୍ଷା କରେନାହିଁ

ସେ ଚାଲି ଯାଏ ନିଜ ପଥରେ

ରହିଯାଏ ଖାଲି ଅଭୁଲା ସ୍ମୃତି

ଜଳିବା କୁ ହୁଏ ଏଠି ଦିନ ରାତି

ଭୁଲି ହୁଏନା ସେସବୁ କିଛି

ସମୟ ହୁଏ ନିଜ ପଥଗାମୀ

ମନୁଷ୍ୟ ଲୁହ ଝରାଏ ଦିନ ରାତି ......

ପ୍ରମିଳା ସାହୁ


Rate this content
Log in